ହତାହତ Hatāhata

  • ସଂ, ବିଣ.—ହତ [ବ୍ଯକ୍ତି] ଓ ଆହତ [ବ୍ଯକ୍ତି] — ମାରିତ ଓ ଆଘାତପ୍ରାପ୍ତ [ବ୍ଯକ୍ତିଗଣ] — Killed and wounded [person]
  • ସଂ. ବି — ମାରିତ ଓ ଆଘାତ ପ୍ରାପ୍ତ ବ୍ଯକ୍ତିଗଣ — The killed and the wounded