ହତାହତି Hatāhati

  • ଦେ. ବି (ସଂ. ହସ୍ତାହସ୍ତି) — ହାତାହାତି; ପରସ୍ପର ହସ୍ତଦ୍ୱାରା ଆକ୍ରମଣ — Hand to hand fighting
  • ଦେ. ବି (ସଂ. ହସ୍ତାହସ୍ତି) — ହାତେ ହାତ୍; ଏକ ହାତରୁ ଅନ୍ଯ ହାତକୁ କୈଣସି ଦ୍ରବ୍ୟର ହସ୍ତାନ୍ତର — Change of hands; transfer of a thing from one person to another