ହତି Hati

  • ସଂ. ବି —(ହନ୍ ଧାତୁ+ଭାବ. ତି) — ହଦନ ବଧ; ହତ୍ୟା — Slaughter; killing; murder
  • ସଂ. ବି —(ହନ୍ ଧାତୁ+ଭାବ. ତି) — [ଉ— ବୁଲିଲା ନାହିଁ ତ ଅସ୍ତ୍ର ଶସ୍ତ୍ରମାନ ଏ ଘେନି ଯେତେକ ହତି ସେ—ଭଞ୍ଜ, ବୈଦେହୀଶବିଳାଶ।]
  • ସଂ. ବି —(ହନ୍ ଧାତୁ+ଭାବ. ତି) — ଅପକର୍ଷ; ହୀନତା (କାବ୍ୟପ୍ରକାଶ) — Inferiority
  • ସଂ. ବି —(ହନ୍ ଧାତୁ+ଭାବ. ତି) — ଜଘନ୍ୟତା — Wretchedness; nastiness;
  • ସଂ. ବି —(ହନ୍ ଧାତୁ+ଭାବ. ତି) — ବ୍ୟାଘାତ — Obstruction
  • ସଂ. ବି —(ହନ୍ ଧାତୁ+ଭାବ. ତି) — ଗୁଣନ — Multipication