ହତାଧ୍ୱର Hatādhwara

  • ସଂ. ବି. ପୁଂ—(ବହୁବ୍ରୀହି; ହତ=ନଷ୍ଟ ହୋଇଅଛି ଅଧ୍ୱର =(ଦକ୍ଷ)ଯଜ୍ଞ ଯାହାଙ୍କ ଦ୍ୱାରା — (ଦକ୍ଷଯଜ୍ଞ ବିନାଶକ) ମହାଦେବ; ଶିବ — Ṡiba (the destroyer of Daksh's sacrifice)