ହତା ମଡ଼େଇବା Hatā maṟḍ̠eibā
- ଦେ. କ୍ରି — କୌଣସି ବ୍ଯକ୍ତିକୁ ଗୃହର ହତା ମଧ୍ୟକୁ ବା ସୀମା ମଧ୍ୟକୁ ଆସିବାକୁ ଅନୁମତି ଦେବା — To let a person enter the precincts or premises of a house
- ଦେ. କ୍ରି — ସଂଲଗ୍ନ ଜମିକୁ ଅଧିକାର କରି ହତାକୁ ବଢ଼ାଇବା ବା ତିଆରି କରିବା — To erect a compound wall so as to encroach on or occurpy the adjoining land