ହତା ବାହାର Hatā bāhār

  • ଦେ. ବି — ଗୃହର ଓ ବାସ୍ତୁର ତତୁଃସୀମାରୁ ବହିଷ୍କରଣ — Driving away a person form the precincts of a house
  • ବିଣ — ଗୃହର ଚତୁଃ ସୀମାରୁ ବହିଷ୍କୃତ — Driven away from a house and its precincts