ହତସ୍ୱାମିକ Hataswāmika

  • ସଂ, ବିଣ. ପୁଂ [ବହୁବ୍ରୀହି; ହତ+ସ୍ୱାମିନ୍+କ; ହତ+ସ୍ୱାମିନ୍] — ଯାହାର ପ୍ରଭୁ ହତ ହୋଇଅଛି — Having lost the master