ହତପ୍ରାୟ Hataprāya

  • ସଂ. ବିଣ — ନଷ୍ଟପ୍ରାୟ — All but ruined
  • ସଂ. ବିଣ — ମୃତପ୍ରାୟ — All but dead
  • ସଂ. ବିଣ — ମୁମୂର୍ଷୁ — Dying; at the point of death
  • ସଂ. ବିଣ — ପ୍ରାୟ ହତ — Almost killed