ହତତ୍ୱିଟ୍ Hatatwiṭ

  • ସଂ. ବିଣ. ପୁଂ ଓ ସ୍ତ୍ରୀ (ହତ+ତ୍ୱିଷ୍ ବହୁବୀହି; ହତତ୍ୱିଷ୍ 1ମା. 1 ବ) — ଶୋଭା ବା ଜ୍ୟୋତିର୍ବିରହିତ — shorn of lustre (Apte)