ହତଜ୍ୟୋତିର୍ନିଶିଥ Harajyotirniṡitha
- ସଂ. ବି (ବହୁବ୍ରୀହି ଓ କର୍ମଧା ହତଜ୍ୟୋତଃ+ନିଶିଥ) — ଚନ୍ଦ୍ରବିହୀନ ଓ ନକ୍ଷତ୍ର— ବିହୀନ ରାତି — Moonless and starless night
- ସଂ. ବି (ବହୁବ୍ରୀହି ଓ କର୍ମଧା ହତଜ୍ୟୋତଃ+ନିଶିଥ) — ନକ୍ଷତ୍ର ବିରହିତା ରଜନୀ — Starless night
- ସଂ. ବି (ବହୁବ୍ରୀହି ଓ କର୍ମଧା ହତଜ୍ୟୋତଃ+ନିଶିଥ) — ଅନ୍ଧାକାରମୟ ରାତି — Dark night