ହତ ମାନ୍ୟ Hata mānya

  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ହତମାନ) — ଅବମାନିତ — Dishonoured
  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ହତମାନ) — ଅପମାନ ପ୍ରାପ୍ତ — 2. Slighted
  • ବି — ଅପମାନ — Dishonour; disrespect