ହତ ବୁଦ୍ଧି Hata buddhī

  • ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି) — କିଂକର୍ତ୍ତବ୍ଯବିମୂଢ଼ — Bewildered
  • ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି) — ନିର୍ବୋଧ — Foolish silly
  • ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି) — ମୁର୍ଖ — Stupid; ignorant
  • ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି) — ଯାହାର ପୂର୍ବେ ବୁଦ୍ଧି ଥିଲା, କିନ୍ତୁ ବର୍ତ୍ତମାନ ବୁଦ୍ଧିଲୋପ ଘଟିଅଛି — Recently shorn of one's intelligence