ହତ କଣ୍ଟକ Hata kaṇṭaka

  • ସଂ. ବିଣ. ପୁଂ (ବହୁବ୍ରୀହି, ହତ+କଣ୍ଟକ) — ଯାହାର ଶତ୍ରୁ ବା କଣ୍ଟକ ବା ବାଧା ନଷ୍ଟ ହୋଇଅଛି — Freed from foes or thorns or impedements (Apte)