ହଣ୍ଡୋଲ୍ Haṇḍol

  • ବୈଦେ. (ଇଂ) ବି—(ଇଂ. ହାଣ୍ଡଲ୍) — ଯେଉଁ କଲମରେ ଲୁହାର ନିବ୍ ଭରି ଲେଖିବାକୁ ହୁଏ — Pen-holder
  • ବୈଦେ. (ଇଂ) ବି—(ଇଂ. ହାଣ୍ଡଲ୍) — ବେଣ୍ଟ — Handle