ହଣ୍ଡୁରାଜ୍ Haṇḍurāj

  • ବୈଦେ. ବି (ନାମ) — ମଧ୍ୟ ଆମେରିକାର ଗୋଟିଏ ରାଜ୍ୟ — Hondurās; name of a state in Central America
  • ବୈଦେ. ବି (ନାମ) — [ଦ୍ର— ଏହାର ଗୋଟିଏ ଅଂଶ ବ୍ରିଟିଶ୍ ଅଧିକୃତ ଓ ଉକ୍ତ ଅଂଶକୁ ବ୍ରିଟିଶ୍ ହଣ୍ଡୁରାଜ୍ କହନ୍ତି।]