ହଣ୍ଟିଙ୍ଗ୍ Haṇṭiṅg

  • ବୈଦେ. (ଇଂ) ବିଣ (ଇଂ. ହଣ୍ଟିଙ୍ଗ୍) — ଶିକାରୀମାନଙ୍କ ବ୍ଯବହୃତ — Hunting; used by hunters
  • ବୈଦେ. (ଇଂ) ବିଣ (ଇଂ. ହଣ୍ଟିଙ୍ଗ୍) — [ଦ୍ର— ଏହି ଶବ୍ଦ ସଙ୍ଗେ ଲାଗିଥିବା ଅନ୍ଯ ଇଂରାଜୀ ଶବ୍ଦମାନ ଭାଷାରେ ବ୍ଯବହୃତ ହୁଏ। ଯଥା— ହଣ୍ଟିଙ୍ଗ୍ ନାଇଫ୍ (ଛୁରି), ହଣ୍ଟିଙ୍ଗ୍ ସୁଟ୍, ହଣ୍ଟିଙ୍ଗ୍ ୱାଚ୍।]