ହଣ୍ଟିଙ୍ଗ୍ ୱାଚ୍ Haṇṭiṅg wāch
- ବୈଦେ. (ଇଂ)ବି — ଯେଉଁ ଘଡ଼ିର ମୁହଁ ଉପରେ କାଚ ଢାଙ୍କୁଣି ଦିଆ ନ ଯାଇ ଧାତୁର ଘୋଡ଼ଣି ଦିଆଯାଇ ଥାଏ — Hunting watch
- ବୈଦେ. (ଇଂ)ବି — [ଦ୍ର—ଯେଉଁ ଘଡ଼ିର ମୁହଁର ଘୋଡ଼ଣୀର କେତେକ ଅଂଶ ଧାତୁପତ୍ରରେ ଆବୃତ ଓ ଅନ୍ଯ ଅଂଶ କାଚରେ ଆବୃତ ତାକୁ ହାଫ୍ ହଣ୍ଟିଙ୍ଗ୍ ଉଆଚ୍ — (Half hunting watch.)ବୋଲାଯାଏ]