ହଣ୍ଟାଇବା Haṇṭā ibā

  • ଦେ. କ୍ରି — ଅଣ୍ଟାଇବା (ଦେଖ) — Aṇṭāibā (See)
  • ଦେ. କ୍ରି — ହାଣ୍ଟିବାର ପ୍ରୟୋଜକରୂପ — The causative form of Hāṇṭibā
  • ଦେ. କ୍ରି — ବୁଲାଇବା; ଚଳାଇବା; ଭ୍ରମଣ କରାଇବା — To cause to walk or wander or travel