ହଠ୍ (ଧାତୁ) Haṭh (root)
- ସଂ. — ବଳାତ୍କାର କରିବା — To use forse
- ସଂ. — (ଛାଗ ଆଦି ପଶୁଙ୍କୁ) ଖୁଣ୍ଟରେ ବାନ୍ଧିବା — To tie (a beast) to a post
- ସଂ. — ପଛକୁ ଘୁଞ୍ଚିବା — To retreat; to move back
- ସଂ. — କୁଦିବା; ଡେଇଁ ପଡ଼ିବା — To leap; to jump (Apte)
- ସଂ. — ଅତ୍ୟାଚାର କରିବା — To oppress (Apte)