ହଟ୍ଟ Hatta

  • ସଂ.ବି (ହଟ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଟ) — ହାଟ; ପଣ୍ୟ— କ୍ରୟବିକ୍ରୟର ମୁକ୍ତ ସ୍ଥାନ — Hata; market; fair