ହଟୁଣୁ Haṭṇu

  • ଦେ. କ୍ରି. ବିଣ (ସଂ. ହଠାତ୍) — ଦୈବାତ୍, ଅକସ୍ମାତ — Accidentally
  • ଦେ. କ୍ରି. ବିଣ (ସଂ. ହଠାତ୍) — ହଠାତ୍ — All at once; suddenly
  • ଦେ. କ୍ରି. ବିଣ (ସଂ. ହଠାତ୍) — ପୁନଃ ପୁନଃ — Repeatedly
  • ଦେ. କ୍ରି. ବିଣ (ସଂ. ହଠାତ୍) — ନିଷେଧ ବା ନିବାରଣ ସତ୍ତ୍ୱେ (କୌଣସି କାର୍ଯ୍ୟ କରିବା) — (To do a thing) In spite of or in the face of warning or prohibition
  • ଦେ. କ୍ରି. ବିଣ (ସଂ. ହଠାତ୍) — ଉପେକ୍ଷା ପ୍ରଦର୍ଶନ ପୂର୍ବକ — Disregarding