ହଟିଯିବାର ପାତ୍ର Haṭij̄ibāra pātra
- ଦେ. ବି ଓ ବିଣ — ବାଧା ପାଇଁ ସଂକଳ୍ପିତ କର୍ମରୁ ପଶ୍ଚାତ୍ପଦ ବା ନିରୁତ୍ସାହ ହେବା ବ୍ଯକ୍ତି; ଅଦମ୍ୟପ୍ରକୃତିକ — A person who shrinks from his purspose on account of any obstacle; not indomitable
- ଦେ. ବି ଓ ବିଣ — [ଯଥା—ଏ କର୍ମରେ ନାନା ବାଧାବିଘ୍ନ ଥାଇ ସୁଦ୍ଧା ସେ ହଟି ଯିବାର ପାତ୍ର ନୁହନ୍ତି।]