ହଟିବା Haṭibā

  • ଦେ. କ୍ରି. (ଅକର୍ମକ) (ସଂ. ହଠଧାତୁ= ପ୍ଲୁତଗତି, ଶାଠ୍ୟ) — ପଛକୁ ଘୁଞ୍ଚିବା — To move back; to draw back
  • ଦେ. କ୍ରି. (ଅକର୍ମକ) (ସଂ. ହଠଧାତୁ= ପ୍ଲୁତଗତି, ଶାଠ୍ୟ) — [ଉ—ପିଙ୍ଗି ପୁଣି ହଟି ସୁନ୍ଦର ନୁହଇଟି,—କବିସୂର୍ଯ୍ୟ, କିଶୋରୀ ଚମ୍ପୂ, ନ ଗୀତ)
  • ଦେ. କ୍ରି. (ଅକର୍ମକ) (ସଂ. ହଠଧାତୁ= ପ୍ଲୁତଗତି, ଶାଠ୍ୟ) — ପଶ୍ଚାତ୍ପଦ ହେବା — To shrink back
  • ଦେ. କ୍ରି. (ଅକର୍ମକ) (ସଂ. ହଠଧାତୁ= ପ୍ଲୁତଗତି, ଶାଠ୍ୟ) — ହଟ କରିବା; ଅଳି କରିବା — To importune
  • ଦେ. କ୍ରି. (ଅକର୍ମକ) (ସଂ. ହଠଧାତୁ= ପ୍ଲୁତଗତି, ଶାଠ୍ୟ) — [ଉ— କାମ ଯମ ଜୀବନ ନେବାକୁ ଆସି ହଟିଛି— ଅଭିମନ୍ୟୁ, ବିଦଗ୍ଧ ଚିନ୍ତାମଣି।]
  • ଦେ. କ୍ରି. (ଅକର୍ମକ) (ସଂ. ହଠଧାତୁ= ପ୍ଲୁତଗତି, ଶାଠ୍ୟ) — ବ୍ଯୟ କରିବାକୁ ବା ଦେବାକୁ କୁଣ୍ଠିତ ହେବା — To shrink from giving a thing or from spending
  • ଦେ. କ୍ରି. (ଅକର୍ମକ) (ସଂ. ହଠଧାତୁ= ପ୍ଲୁତଗତି, ଶାଠ୍ୟ) — [ଉ— ଢୋକୁଟିକି ସିନା ହଟି ମୋ ସାର ଯାଉଛି ତୁଟି— କବିସୂର୍ଯ୍ୟ, କିଶୋରଚମ୍ପୂ, ଢ ଗୀତ]
  • ଦେ. କ୍ରି. (ଅକର୍ମକ) (ସଂ. ହଠଧାତୁ= ପ୍ଲୁତଗତି, ଶାଠ୍ୟ) — ପରାସ୍ତ ହେବା — To be defeated
  • ଦେ. କ୍ରି. (ଅକର୍ମକ) (ସଂ. ହଠଧାତୁ= ପ୍ଲୁତଗତି, ଶାଠ୍ୟ) — ରଣଭଙ୍ଗ ଦେବା — To be routed; to flee from the field of battle; to retreat
  • ଦେ. କ୍ରି. (ଅକର୍ମକ) (ସଂ. ହଠଧାତୁ= ପ୍ଲୁତଗତି, ଶାଠ୍ୟ) — [ଉ— ବିକଟ ଯବନ ଥାଟ ହଟିଲା ସତ୍ରାସେ—ରାଧାନାଥ, ମହାଯାତ୍ରା।]
  • ଦେ. କ୍ରି. (ଅକର୍ମକ) (ସଂ. ହଠଧାତୁ= ପ୍ଲୁତଗତି, ଶାଠ୍ୟ) — [ଦ୍ର—ଶତ୍ରୁ ସଙ୍ଗେ ସମ୍ମୁଖ ଯୁଦ୍ଧ କରୁ କରୁ ପରାସ୍ତ ହୋଇ ସମ୍ମୁଖକୁ ମୁହଁ କରି ଗୋଡ଼କୁ ପଛକୁ ପଛକୁ ପକାଇ ପଛ ଆଡ଼କୁ ଗତି କରିବାକୁ ହଟିବା ବୋଲାଯାଏ।]
  • ଦେ. କ୍ରି. (ଅକର୍ମକ) (ସଂ. ହଠଧାତୁ= ପ୍ଲୁତଗତି, ଶାଠ୍ୟ) — (ରୋଗ) ନିବୃତ୍ତ ହେବା — (disease) To abate