ହଟି ବସିବା Haṭi basibā

  • ଦେ. କ୍ରି — ପଛକୁ ଘୁଞ୍ଚି ବସିବା — To sit after moving back
  • ଦେ. କ୍ରି — ଯିଗର କରିବା; ଏକଜିଦି ଧରିବା — To importune; to insist on something being done
  • ଦେ. କ୍ରି — [ଉ—ହଟି ବସିଅଛି, ପରାଣ ନେବାରେ, ପାପ କାମ ଯମ ସରି ହେ—କବିସୂର୍ଯ୍ୟ, ସଙ୍ଗୀତ।]