ହଟା କରିବା Haṭā karibā
- ଦେ. କ୍ରି — ଦୁର୍ନାମ ରଟାଇବା; ଅପବାଦ ଦେବା; ଲୋକାପବାଦ ଦେବା — To scandalise to defame; to slander
- ଦେ. କ୍ରି — ପ୍ରଘଟ କରିବା, ସାଧାରଣରେ ପ୍ରଚାର କରିବା — To publish a thing
- ଦେ. କ୍ରି — ଅଳି କରିବା; କଟାଳ କରିବା — To importune
- ଦେ. କ୍ରି — କୌଣସି ବ୍ଯକ୍ତିଙ୍କୁ ଲୋକହସା କରାଇବା — To bring shame or ridicule on a person's head