ହଟ ଶ୍ଚମଟ Haṭa ṡchamaṭa

  • ଦେ. ବି (ସଂ. ହଠ) — କୁହୁକ — Magic; jugglery
  • ଦେ. ବି (ସଂ. ହଠ) — [ଉ— ସେ ଭାରି ହଟ ଚମଟ ବିଦ୍ଯା ଜାଣୁଥିଲେ। ନୀଳକଣ୍ଠ ଦାସ ପିଲାଙ୍କ ରାମାୟଣ।]
  • ଦେ. ବି (ସଂ. ହଠ) — [ଉ— ଟୋକାଙ୍କୁ ସୁନ୍ଦର ବସନ୍ତ ପଞ୍ଚମୀ ଟୋକୀଙ୍କି ସୁନ୍ଦର ନେତ, ବୁଢ଼ୀଙ୍କି ସୁନ୍ଦର ରାଇ ଦାମୋଦର ବୁଢ଼ାଙ୍କୁ ସୁନ୍ଦର ଶୀତ, ଦ୍ୱାରୀଙ୍କି ସୁନ୍ଦର ଜାଉଁଳି ବେତ ଦାରୀଙ୍କି ସୁନ୍ଦର ନାଟ କେଳାଙ୍କୁ ସୁନ୍ଦର ହଟ ଚମଟ ରାଜାଙ୍କୁ ସୁନ୍ଦର ଭାଟ— ଢଗ।]
  • ଦେ. ବି (ସଂ. ହଠ) — କୌଶଳ — Ingenuity; cleverness
  • ଦେ. ବି (ସଂ. ହଠ) — ଲୋକଙ୍କ ଦେଖିବା ପାଇଁ କରାଯିବା ଦୃଶ୍ୟ — Show
  • ଦେ. ବି (ସଂ. ହଠ) — [ଉ— ଶୁଣି ଭଣିଲେ ହସି ନଟବଟ, ଆନ ସଙ୍ଗେ ମୋର ହଟ ଚମଟ— କବିସୂର୍ଯ୍ୟ, କବିତା।]
  • ଦେ. ବି (ସଂ. ହଠ) — କୌତୁକ — Fun