ହଟ ଲଗାଇବା Haṭa lagāibā

  • ଦେ. କ୍ରି — ହୁନ୍ଦର କରିବା; ତାମାସା କରିବା; କୌତୁକ କରିବା — To be sportive
  • ଦେ. କ୍ରି — [ଯଥା—ଲଗାଇଛ ହଟ ଯେଉଁ ରସରେ—କବିସୂର୍ଯ୍ୟ, କିଶୋରୀଚମ୍ପୂ, ଲ ଗୀତ।]
  • ଦେ. କ୍ରି — ଥଟ୍ଟାକରିବା — To cut jokes; to jest
  • ଦେ. କ୍ରି — ଜିଗର କରିବା; କଟାଳ କରିବା; ଅଳି କରିବା — To importune
  • ଦେ. କ୍ରି — କୁହୁକ ଦେଖାଇବା — To exhibit magic or jugglery
  • ଦେ. କ୍ରି — ପ୍ରତିଯୋଗିତା କରିବା — To emulate
  • ଦେ. କ୍ରି — ହଟହଟା କରିବା — To harass
  • ଦେ. କ୍ରି — [ଯଥା— କେତେ ସହିବି ଗର୍ଭକଷ୍ଟ। ବିଧାତା କଲା ମୋତେ ହଟ। ଜଗନ୍ନାଥ, ଭାଗବତ]
  • ପ୍ରାଦେ (ବଲାଙ୍ଗିର ପାଟଣା) କ୍ରି. — ରୁଷିବା — To sulk