ହଟ ଦେଖିବା Haṭa dekhibā

  • ଦେ. କ୍ରି — କୌତୁକ ଦେଖିବା — To see the fun
  • ଦେ. କ୍ରି — ବିପନ୍ନ ବ୍ଯକ୍ତିର ବିପଦକୁ କୌତୁକବିଶିଷ୍ଟ ନୟନରେ ଦୃଷ୍ଟି କରିବା — To see the fun at the cost of another