ହଜ୍ରତ୍ ମହମଦ୍ Haj-rat mahamad

  • ବୈଦେ. ବି — (ମହମ୍ମଦଙ୍କ ନାମ ପୂର୍ବରେ ସମ୍ମାନସୂଚକ ହଜରତ୍ ଶବ୍ଦର ପ୍ରୟୋଗ)—ସମ୍ମାନନୀୟ ବା ମହାମହିମ ପୟଚମ୍ବର ମହମ୍ମଦ (ଦେଖ) — Hajrat Mahommed, the prophet of Islam