ହଜ୍ ଗଜ୍ Haj gaj
- ଦେ. ଅ — ହାଉଯାଉ (ଦେଖ) — Hāujāu (See)
- ଦେ. ଅ — ବହୁପଦାର୍ଥର ଇତସ୍ତତଃ ବିକ୍ଷିପ୍ତ ହେବା— ଅବସ୍ଥା — The Condition of many things being strewn here and there
- ଦେ. ଅ — [ଦ୍ର—ମହାଭାରତରେ ଯୁଧିଷ୍ଠିରଙ୍କ ଉକ୍ତ 'ଅଶ୍ୱତ୍ଥାମା' ହତ ଇତି ଗଜଃ ର ଭାବରୁ] ନିଶ୍ଚିତ କଥା ନ କହି ଇତସ୍ତତଃ କରିବା — Prevarication
- ଦେ. ଅ — ବିଷୟ— ବିଭାଗ ନ କରି ବା ଧାରାବାହିକରୂପେ ବର୍ଣ୍ଣନା ନ କରି କୌଣସି ବିଷୟ କହିବା — Speaking anything without system or at random
- ଦେ. ଅ — ଗୋଳମାଳ — Ado; Confusion
- ଦେ. ଅ — (ତୁଳ ଇଂ. ହଜ୍ପଜ୍=ଘାଣ୍ଟତିଅଣ)
- ଦେ. ଅ — (ପୋକଆଦି) କୌଣସି ସ୍ଥାନରେ ବହୁ ପରିମାଣରେ ସାଲୁ ସାଲୁ ହେବା — The state of a place abounding in or being beset with a multitude of tiny insects