ହଜୁର୍! ଖୋଦାବନ୍ଦ! ଖାମିନ୍ଦ୍! Hajur! Khodāband! khāmind

  • ବୈଦେ. ଅ (ଫା) — (ନିବେଦନ) ଶେଷରେ ପ୍ରଭୁଙ୍କୁ ଭୃତ୍ୟର ସମ୍ବୋଧନ)— ଆପଣ ମୋର ପ୍ରଭୁ ଓ ସ୍ୱାମୀ ଅଟନ୍ତି — Interjection used in addressing one's lord or master