ହଜ୍ Haj

  • ବୈଦେ. (ଆ) ବି — ମୁସଲମାନ୍ମାନଙ୍କ ତୀର୍ଥ ମକ୍କାକୁ ଗମନ ଓ ସେଠାରେ ତୀର୍ଥକୃତ୍ୟ ସମ୍ପାଦନ — Pilgrimage to Mecca and accomplishment of certain religious duties there (by a Mahomedan)
  • ବୈଦେ. (ଆ) ବି — [ଦ୍ର—ମୁସଲ୍ମାନୀ ଜିଲ୍ହଜ୍ ମାସର ଦଶମଦିନ ମୁସଲମାନ୍— ମାନଙ୍କର 'ବକ୍ରୀଦ୍' ପର୍ବ। ସେ ଦିନ ମୁସଲମାନ୍ମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପଶୁବଳି ଦିଅନ୍ତି। ସେହି ଦିନ ଯେଉଁ ବ୍ଯକ୍ତି ମକ୍କାକୁ ଯାଇ ହଜ୍ କରନ୍ତି ଓ ବଳି ଦିଅନ୍ତି ତାଙ୍କ ନାମ ପୂର୍ବରେ 'ହାଜି' ଉପାଧି ଯୁକ୍ତ ହୁଏ।]