ହଜାରିବାଗ୍ Hajāribāg
- ଦେ. ବି — ଛୋଟ ନାଗପୁର ବିଭାଗର ଗୋଟିଏ ଜିଲ୍ଲାର ଓ ତହିଁର ସଦର ମହକୁମାର ନାମ — Hazaribag (a district, subdivision and town in Chotanager Division)
- ଦେ. ବି — [ଦ୍ର—ଏହା ସ୍ୱାସ୍ଥ୍ୟକର ପାର୍ବତ୍ୟ ଅଞ୍ଚଳ ଅଟେ। ଏ ଜିଲ୍ଲାର କ୍ଷେତ୍ରଫଳ ପ୍ରାୟ 7000 ବର୍ଗ ମାଇଲ ଓ ଲୋକ ସଂଖ୍ୟା ପ୍ରାୟ 13 ଲକ୍ଷ। ଏ ଜିଲ୍ଲାର 3 ଗୋଟି ସବ୍ଡିଭିଜନ—ହଜାରିବାଗ ଗିରିଡ଼ି, ଚାଟ୍ରା। ଏହା ନନ୍ ରେଗୁଲେସନ୍ ଜିଲ୍ଲା ଅଟେ ଓ ଏଥିରେ ଜଣେ ଡେପୁଟି କମିସନର ଅଛନ୍ତି।] — [ଦ୍ର—ଏହା ସ୍ୱାସ୍ଥ୍ୟକର ପାର୍ବତ୍ୟ ଅଞ୍ଚଳ ଅଟେ ଏ ଜିଲ୍ଲାର କ୍ଷେତ୍ରଫଳ ପ୍ରାୟ7000ବର୍ଗ ମାଇଲ ଓ ଲୋକ ସଂଖ୍ୟା ପ୍ରାୟ13ଲକ୍ଷ ଏ ଜିଲ୍ଲାର3ଗୋଟି ସବ୍ଡିଭିଜନ—ହଜାରିବାଗ ଗିରିଡ଼ି, ଚାଟ୍ରା ଏହା ନନ୍ ରେଗୁଲେସନ୍ ଜିଲ୍ଲା ଅଟେ ଓ ଏଥିରେ ଜଣେ ଡେପୁଟି କମିସନର ଅଛନ୍ତି]