ହଜାରକେ Hajārake

  • ଦେ. ଅ — ହଜାର ସଂଖ୍ୟା ପୂର୍ଣ୍ଣ ହେଲେ — When a thousand is completed
  • ଦେ. ଅ — ହଜାରେ ଟଙ୍କା ଜମା କରିବାକୁ ସମର୍ଥ ହେଲେ — After being able to amass a thousand (rupees)
  • ଦେ. ଅ — [ଉ— ଶହକେ ସୁପାରି, ହଜାରକେ ପାନ—ଢଗ।]
  • ଦେ. ଅ — ଏକ ହଜାର ସଂଖ୍ୟକ ବ୍ଯକ୍ତି ବା ବସ୍ତୁ ମଧ୍ୟରେ — Among or in a thousand
  • ଦେ. ଅ — [ଯଥା—ମୋ ସୁନା ପୁଅ ଭଳି ହଜାରକେ ଗୋଟିଏ ମିଳିବେ ନାହିଁ— ଶିଶୁରଞ୍ଜନପଦ।]