ହଜାର ମଣି Hajāra maṇi

  • ଦେ. ବି — ଭୁଇଁ ଅଅଁଳା ତୁଲ୍ୟ ବର୍ଷାୟୁଃ ଛୋଟ ଶାକ— ବିଶେଷ — An annual herb; phyllanthus Urinaria
  • ଦେ. ବି — [ଦ୍ର—ଏହାର ପତ୍ର ଛୋଟ, ଫୁଲ ଛୋଟ ଓ ଆହରିତ୍; ଡେମ୍ପ ନାହିଁ; ଫଳ ପ୍ରାୟ 12 ମାସ ଫଳେ। ଛୋଟ ଗଛମାନ ଲାଳୁଆ। ଏ ଗୁଳ୍ମ ବଡ଼ ଗଛମାନଙ୍କ ଛାଇରେ ଜନ୍ମେ। ଭୁଇଁ ଅଅଁଳାର ଫଳ ଚିକ୍କଣ, କିନ୍ତୁ ଏ ଫଳ ବନ୍ଧୁର। (ଯୋଗେଶ୍ଚନ୍ଦ୍ର)] — [ଦ୍ର—ଏହାର ପତ୍ର ଛୋଟ, ଫୁଲ ଛୋଟ ଓ ଆହରିତ୍; ଡେମ୍ପ ନାହିଁ; ଫଳ ପ୍ରାୟ12ମାସ ଫଳେ ଛୋଟ ଗଛମାନ ଲାଳୁଆ ଏ ଗୁଳ୍ମ ବଡ଼ ଗଛମାନଙ୍କ ଛାଇରେ ଜନ୍ମେ ଭୁଇଁ ଅଅଁଳାର ଫଳ ଚିକ୍କଣ, କିନ୍ତୁ ଏ ଫଳ ବନ୍ଧୁର (ଯୋଗେଶ୍ଚନ୍ଦ୍ର)]