ହଜମି ଗୁଲା, ହଜମି ଗୋଲା Hajami gu(o)lā

  • ଦେ. ବି — ପରିପାକଶକ୍ତିବର୍ଦ୍ଧକ ବଟିକା — Digestive pill
  • ଦେ. ବି — (ହଜମି ଗୁଳି[ଲୀ]; ହଜମି ବଟିକା)
  • ଦେ. ବି — ହଜମିବଡ଼ି—ଅନ୍ଯରୂପ (ଲକ୍ଷଣାର୍ଥ)—ଯେଉଁ ବସ୍ତୁର ସାହାଯ୍ୟରେ ଲୋକ ନାନା ପାପକରି ପାର ପାଇଯାଏ — (Figurative) Any thing for which a person is saved from suffering the effect of sins
  • ଦେ. ବି — [ଯଥା—ଆଜିକାଲି ବ୍ରାହ୍ମଣମାନଙ୍କର "ପଇତା" ହଜମି ଗୁଳା ଅଟେ—ଅର୍ଥାତ୍, ବ୍ରାହ୍ମଣମାନେ ପଇତା ପକାଇ ଲୋକଙ୍କୁ ଭଣ୍ଡାଇ ନାନା ଅଖାଦ୍ୟ ଖାଉଛନ୍ତି ଓ ଅକାର୍ଯ୍ୟ କରି ସମାଜରେ ପାର ପାଇ ଯାଉଅଛନ୍ତି]