ହଚ୍ପଟ୍କୁ ଆଣିବା Hachpaṭku āṇiba

  • ବୈଦେ. (ଇଂ.) ବି. (କଚିରିଆ) (ଇଂ. ହଚ୍ପଟ୍ ଶବ୍ଦର ଅର୍ଥ ନାନା ପଦାର୍ଥମିଶ୍ରିତ ଘାଣ୍ଟ ତିଅଣ ବା ମହୁର। ଏହି ଅର୍ଥରୁ ଏହି ଶବ୍ଦ ଆଇନରେ ବ୍ଯବହୃତ ହେଉଅଛି।) — ବଣ୍ଟରା ମକଦ୍ଦମାରେ ପକ୍ଷମାନଙ୍କର ଯାବତୀୟ ସମ୍ପତ୍ତିକୁ ଏକତ୍ର ଦାବୀ— ଭୁକ୍ତ କରିବା — (legal term) To bring all the properties of the co-sharers into the hotchpot on the occasion of partition