ହଙ୍ଗାମା Haṅgāmā

  • ବୈଦେ. ବି—(ଫା. ହଙ୍ଗ୍ମାହ୍) — ହେଙ୍ଗମ — Heṅgamā (See)
  • ବୈଦେ. ବି—(ଫା. ହଙ୍ଗ୍ମାହ୍) — ଅନର୍ଥ; କଳହ — Quarrel
  • ବୈଦେ. ବି—(ଫା. ହଙ୍ଗ୍ମାହ୍) — କଳିକଜିଆ ପୂର୍ବକ ବିବାଦ — Noisy quarrel
  • ବୈଦେ. ବି—(ଫା. ହଙ୍ଗ୍ମାହ୍) — ମାରପିଟ ପୂର୍ବକ କଳି — Brawl; Affray
  • ବୈଦେ. ବି—(ଫା. ହଙ୍ଗ୍ମାହ୍) — ଶାନ୍ତିଭଙ୍ଗ — Breach of the peace
  • ବୈଦେ. ବି—(ଫା. ହଙ୍ଗ୍ମାହ୍) — ଗୋଳମାଳ — Ado