ହଙ୍ଗମା କରିବା Haṅgamā karibā

  • ଦେ. କ୍ରି — କୌଣସି ବ୍ଯକ୍ତି ସଙ୍ଗେ କଳହ କରିବା — To quarrel with a person
  • ଦେ. କ୍ରି — କଳହପୂର୍ବକ ମାରପିଟ୍ କରିବା; ବେଆଇନ୍ ବଳ ପ୍ରୟୋଗ ବା ଫଉଜଦାରି କରିବା — 3. To use Criminal force and assault a person; to commit affray