ହଙ୍କାଇବା Haṅkāibā

  • ଦେ. କ୍ରି—(ସଂ. ହୁଙ୍କାର; ହଙ୍କାର; ହକ୍କାର= ଆହ୍ୱାନ କିମ୍ବା ହକ୍କ= ଗଜ ସମାହ୍ୱାନରୁ) — ଗାଡ଼ି ବଗି ଆଦିକୁ ହାଙ୍କିବା; ଗାଡ଼ି ଆଦିର କଚୁଆନ୍ ସ୍ୱରୁପ ଘୋଡ଼ା ଆଦିଙ୍କୁ ଚଳାଇବା — To drive (the horses etc of) A vehicle etc as driver
  • ଦେ. କ୍ରି—(ସଂ. ହୁଙ୍କାର; ହଙ୍କାର; ହକ୍କାର= ଆହ୍ୱାନ କିମ୍ବା ହକ୍କ= ଗଜ ସମାହ୍ୱାନରୁ) — (ଗାଡ଼ି ହଙ୍କାଇବା ଲୋକ ଚାବୁକ ଧରି ପାଟିକରି ଗାଡ଼ିର ଘୋଡ଼ାକୁ ଚାଳିତ କରିବା ଅର୍ଥରୁ) କୌଣସି ବ୍ଯକ୍ତିକୁ ଧମକ ଦେଖାଇ ବା ପାହାର ଉଞ୍ଚାଇ କୌଣସି ସ୍ଥାନରୁ ତଡ଼ିଦେବା — To drive away a person from a place by threat or show of force
  • ଦେ. କ୍ରି—(ସଂ. ହୁଙ୍କାର; ହଙ୍କାର; ହକ୍କାର= ଆହ୍ୱାନ କିମ୍ବା ହକ୍କ= ଗଜ ସମାହ୍ୱାନରୁ) — ହାଙ୍କିବାର ଣିଜନ୍ତ; ଅନ୍ଯ ଦ୍ୱାରା ହାଙ୍କିବା କ୍ରିୟା କରିବା — Causative form of Hāṅkibā