ହଗି ମୂତି ପଳାଇବା Hagi mūti paḻāibā

  • ଦେ. କ୍ରି — ଅତି ତ୍ରସ୍ତଭୀତ ହୋଇ ପଳାଇଯିବା — To be affrighted too much and flee away
  • ଦେ. କ୍ରି — (ଉ—ବାକି ଯେ ବଞ୍ଚିଲେ ଭୀମଙ୍କ ମାରୁଣୀରୁ ହଗିମୂତି ପଳାଇଲେକ ସେ ବନରୁ। କୃଷ୍ଣସିଂହ, ମହାଭାରତ, ବନ।)