ହଗାଇବା Hāgāibā

  • ଦେ. କ୍ରି — ହଗିବା ଧାତୁର ଣିଜନ୍ତ ରୂପ — Causative of hagibā
  • ଦେ. କ୍ରି — [ଦ୍ର— କୌଣସି ବ୍ଯକ୍ତିକୁ ମଳତ୍ୟାଗରେ ସାହାଯ୍ୟ କରି (ଯଥା—ଶିଶୁ ମାନଙ୍କୁ ଆପଣା ଦୁଇଗୋଡ଼ର ବଳାଗଣ୍ଠି ଉପରେ ବସାଇ) ଝାଡ଼ା ଫେରେଇବା]
  • ଦେ. କ୍ରି — ଝାଡ଼ା ଫେରାଇବା — To Cause a person to pass stool
  • ଦେ. କ୍ରି — ହଗାଇ ଦେବା (ଦେଖ) — 2. Hagāidebā (See)