ହଗାଇ ପକାଇବା Hagāi pakāibā

  • ଦେ. କ୍ରି — ହଗାଇ ଦେବା (ଦେଖ) — Hagāidebā
  • ଦେ. କ୍ରି — [ଯଥା— ଏ ବାହାରେ ଅର୍ଜ୍ଜୁନଙ୍କର ଧ୍ୱଜେ ଥିବି; ତୁମ୍ଭ ଶତ୍ରୁକୁଳେ ହଗାଇ ପକାଇବି— କୃଷ୍ଣସିଂହ, ମହାଭାରତ, ବନ।]