ହକ୍ ନାହକ୍ Hak nāhak
- ବୈଦେ. ବି (ଆ) — ନ୍ୟାୟ୍ଯ କଥା ଓ ଅନ୍ଯାୟ ବିଷୟ — Just and unjust thing or matter
- ବୈଦେ. ବି (ଆ) — ଭଲମନ୍ଦ; କୌଣସି ବ୍ଯକ୍ତି ସମ୍ବନ୍ଧୀୟ ଭଲ ଓ ମନ୍ଦ ସବୁକଥା — All personal matters good and bad
- ବୈଦେ. ବି (ଆ) — ନ୍ଯାୟ ଓ ଅନ୍ଯାୟ — Justice and injustice; propriety and impropriety
- ବିଣ ନ୍ୟାୟ୍ଯ ଓ ଅନ୍ଯାଯ୍ୟ — Just and unjust
- ବିଣ ଉଚିତାନୁଚିତ; ନ୍ଯାୟସଙ୍ଗତ ଓ ଅନ୍ଯାୟ — Proper and improper
- କ୍ରି. ବିଣ — ହକ ନାକେ (ଦେଖ) — Hak nāke (See)