ହକ୍ ନାକେ Hak nāke

  • ଦେ. କ୍ରି. ବିଣ — ଅକାରଣରେ, ବୃଥା — In vain
  • ଦେ. କ୍ରି. ବିଣ — ନ୍ଯାୟରେ ଓ ଅନ୍ଯାୟରେ — Justly and unjustly
  • ଦେ. କ୍ରି. ବିଣ — କିଛି କାରଣ ନ ଥାଇ — For nothing
  • ଦେ. କ୍ରି. ବିଣ — କୌଣସି କାର୍ଯ୍ୟର ଔଚିତ୍ୟ ଅନୌଚିତ୍ୟ ବିଚାର ନ କରି — Without consideration of the rightness or otherwise of any matter
  • ଦେ. କ୍ରି. ବିଣ — ନିଷ୍ପ୍ରୟୋଜନରେ — Unnecessarily