ହକ୍ ଚକ୍ ହେବା Hak chak hebā

  • ଦେ. କ୍ରି — ଧକଚକ କରିବା; ପଣ୍ୟାଦି କିଣିବା ସମ୍ବନ୍ଧେ ଅଯଥା ବହୁବାର ଦର ଦସ୍ତୁର କରିବା — To higgle and haggle
  • ଦେ. କ୍ରି — ମନରେ ଇତସ୍ତତଃ କରିବା — To hesitate
  • ଦେ. କ୍ରି — ଧକ୍ଚକ୍ ହେବା (ଦେଖ) — Dhaka chaka hebā (See)