ହକ୍ ଚକିଆ Hak-chakiā

  • ଦେ. ବିଣ (ପୁଂ) — ଧକଚକିଆ; ଖେଣ୍ଟା; ଯେଉଁ ବ୍ଯକ୍ତି ଦ୍ରବ୍ୟାଦି କ୍ରୟ ବିକ୍ରୟରେ ବହୁତ ଅଯଥା ଦର ଦସ୍ତୁର କରେ — Very higgling and haggling (person)
  • ଦେ. ବିଣ (ପୁଂ) — ବାବଦୂକ — Babbling; talkative
  • ଦେ. ବିଣ (ପୁଂ) — ଯେଉଁ ବ୍ଯକ୍ତି ଇତସ୍ତତଃ କରେ — Hesitating