ହକ୍ କଉଡ଼ି Hak kauṟḍ̠i
- ଦେ. ବି—(ଆ. ହକ୍ କପର୍ଦ୍ଦକ) — ନ୍ଯାୟାର୍ଜିତ ଅର୍ଥ — Well-earned money
- ଦେ. ବି—(ଆ. ହକ୍ କପର୍ଦ୍ଦକ) — ଉଚିତ୍ ଦାମ — Due price
- ଦେ. ବି—(ଆ. ହକ୍ କପର୍ଦ୍ଦକ) — ଦ୍ରବ୍ୟାଦିର ପ୍ରକୃତ ଦାମ୍ — Actual price
- ଦେ. ବି—(ଆ. ହକ୍ କପର୍ଦ୍ଦକ) — ପ୍ରକୃତରେ ଦିଆଯାଇଥିବା ମୂଲ୍ୟ — Price actually paid or paid in cash
- ଦେ. ବି—(ଆ. ହକ୍ କପର୍ଦ୍ଦକ) — ଉଚିତ୍ ପ୍ରାପ୍ୟ; ହକ୍ ପାଉଣା — Just due