ହକଳେଇବା Hakaḻeibā

  • ଦେ. କ୍ରି — (ହକାଳିବା କ୍ରିୟାର ଣିଜନ୍ତରୂପ) ଅନ୍ଯ ଦ୍ୱାରା ହକାଳିବା କ୍ରିୟା କରିବା — (Causative of Hakāḻibā) To cause to wash
  • ଦେ. କ୍ରି — (ବସ୍ତ୍ରାଦି) ଧୌତ କରାଇବା — To have (a cloth) washed