ହଇ Hai
- ଦେ. ଅ (ସଂ. ହ) — (ସମ୍ମତିସୂଚକ) ହଁ — Yes (denoting assent)
- ଦେ. ଅ (ସଂ. ହ) — (ଦୂରରୁ ବା ନିକଟରୁ କୌଣସି ବ୍ଯକ୍ତିଙ୍କୁ ଡାକିବାରେ ବ୍ଯବହୃତ) ହେ! — Oh! (used in calling a person from far or near)
- ଦେ. ଅ (ସଂ. ହ) — କଥୋପକଥନ ବେଳେ ବକ୍ତାଙ୍କ କଥନକୁ ଶ୍ରୋତା ଶୁଣିଅଛନ୍ତି, ଏଥିର ସୂଚନାର୍ଥକ ହଁ ମାରିବାରେ ବ୍ଯବହୃତ ଶବ୍ଦ — A word used by the hearer to encourage a speaker to continue his discourse during a conversation
- ଦେ. ଅ (ସଂ. ହ) — ହୈ! (ଆଗରେ ଯାଉଥିବା ପଥିକମାନଙ୍କୁ ସାବଧାନ କରାଇବାପାଇଁ ଘୋଡ଼ାଗାଡ଼ିର କଚୁଆନ୍ ଦ୍ୱାରା ଉଚ୍ଚାରିତ ଧ୍ୱନି — Heigh! (Interjection uttered by the driver of a coach warning people in front)
- ଦେ. ଅ (ସଂ. ହ) — ପ୍ରହରୀ ଓ ବୁଲାବିକା ମାନଙ୍କଦ୍ୱାରା ସାଧାରଣଙ୍କ ଦୃଷ୍ଟି ଆକର୍ଷଣାର୍ଥେ ବ୍ଯବହୃତ କୁହାଟ — Interjection exclamation or halloo used by watchmen and haswkers to attract attention
- ଦେ. ଅ (ସଂ. ହ) — [ଉ— କେବଳ ପ୍ରହରୀ ସାବଧାନ କରି କୁହାଟଇ ହଇହଇ।]
- ଦେ. ବି — ସମ୍ମତି — Consent; assent
- ଦେ. ବି — (ବିପରୀତ—ନାହିଁ) [ଯଥା—ତାଙ୍କ ମୁହଁରୁ ଥରେ ହଇ ବାହାରିଥିଲେ ଆଉ ନାହିଁ ବାହାରିବ ନାହିଁ।]